top
Forest Department Investigates Elephant Death: ଛୁଆ ଜନ୍ମର ଦିନକ ପରେ ଚାଲିଗଲା ମାଆ ହାତୀ; ଘଟଣାସ୍ଥଳରେ ବନ ବିଭାଗ ଟିମ୍, ଚାଲିଛି ତଦନ୍ତ
ଛୁଆ ଜନ୍ମର ଦିନକ ପରେ ଚାଲିଗଲା ମାଆ ହାତୀ । ନରସିଂହପୁର ଅଞ୍ଚଳର ଜିଲିଣ୍ଡା ବନ୍ୟପ୍ରାଣୀ ରେଞ୍ଜ କୁଶଖଳି ନିକଟ ଜଙ୍ଗଲରୁ ୧୨ ବର୍ଷିୟ ମାଆ ହାତୀର ମୃତଦେହ ଠାବ ହୋଇଛି। ଗତକାଲି ହାତୀଟି ଏକ ଛୁଆକୁ ଜନ୍ମ ଦେଇଥିଲା। ଜନ୍ମର ଦିନକ ପରେ ମାଆ ହାତୀର ମୃତ୍ୟୁ ଘଟିବାରୁ ନବଜାତ ଛୁଆଟି ମାଆକୁ ହରାଇଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରିବା ସହ ମୃତଦେହର ବ୍ୟବଚ୍ଛେଦ କରାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଛୁଆ ହାତୀର ସୁରକ୍ଷା ଓ ଯତ୍ନ ପାଇଁ ବନ ବିଭାଗ ପଦକ୍ଷେପ ନେଉଛି। ଛୁଆ ଜନ୍ମର ଦିନକ ପରେ ମାଆ ହାତୀ ମୃତ ଛୁଆ ଜନ୍ମର ଦିନକ ପରେ ଚାଲିଗଲା ମାଆ ହାତୀ କୁଶଖଳି ନିକଟ ଜଙ୍ଗଲରୁ ୧୨ ବର୍ଷିୟ ମାଆ ହାତୀର ମୃତଦେହ ଠାବ ଗତକାଲି ହାତୀଟି ଏକ ଛୁଆକୁ ଜନ୍ମ ଦେଇଥିଲା ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ କରୁଛି
Read full article on Otv News