Canada's #1 Community Marketplace
Home Blog News Announcements Pricing Register Free
top

Massive Late-Night House Fire: ଭୟାବହ ଅଗ୍ନିକାଣ୍ଡ; ୩ ବଖରା ଚାଳ ଘର ସହ ଜଳିଗଲେ ଦାଦା-ପୁତୁରା, ୧୦ ଗାଈ ଅର୍ଦ୍ଧଦଗ୍ଧ

📰 Otv News 🕐 1 min read 📅 August 15, 2026 👁 4 views
Massive Late-Night House Fire: ଭୟାବହ ଅଗ୍ନିକାଣ୍ଡ; ୩ ବଖରା ଚାଳ ଘର ସହ ଜଳିଗଲେ ଦାଦା-ପୁତୁରା, ୧୦ ଗାଈ ଅର୍ଦ୍ଧଦଗ୍ଧ
ଘରେ ଭୟାବହ ଅଗ୍ନିକାଣ୍ଡ। ୩ ବଖରା ଚାଳ ଘର ସହ ଜଳିଗଲେ ଦାଦା-ପୁତୁରା। କଟକ ଜିଲ୍ଲା କଣ୍ଟାପଡ଼ା ସାନ ପାଟସୁନ୍ଦରପୁରରେ ଅଗ୍ନିକାଣ୍ଡ ଘଟିଛି। ପରିବାର ଲୋକେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ବାଇକ୍ ସହ ଆସବାବପତ୍ର ପୋଡ଼ି ପାଉଁଶ ହୋଇଥିବା ବେଳେ ୧୦ ଗାଈ ଅର୍ଦ୍ଧଦଗ୍ଧ। ଗାଈଙ୍କୁ ଉଦ୍ଧାର କରିବାକୁ ଯାଇ ଦାଦା-ପୁତୁରା ଗୁରୁତର ହୋଇଛନ୍ତି। ଉଭୟ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। ଜଳିଗଲେ ଦାଦା-ପୁତୁରା ୩ ବଖରା ଚାଳ ଘର ସହ ଜଳିଗଲେ ଦାଦା-ପୁତୁରା କଣ୍ଟାପଡ଼ା ସାନ ପାଟସୁନ୍ଦରପୁରରେ ଭୟାବହ ଅଗ୍ନିକାଣ୍ଡ ବାଇକ୍ ସହ ଆସବାବପତ୍ର ପୋଡ଼ି ପାଉଁଶ, ୧୦ ଗାଈ ଅର୍ଦ୍ଧଦଗ୍ଧ ଗାଈଙ୍କୁ ଉଦ୍ଧାର କରିବାକୁ ଯାଇ ଜଳିଗଲେ ଦାଦା-ପୁତୁରା ଉଭୟ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର
Read full article on Otv News

Related News

🤖
GoBazaar Assistant
Search listings, jobs, events & more
👋 Hi! I can help you find anything on GoBazaar.
Try asking me something like:
"Room for rent under $800 in Calgary"
Select Location
All Canada
Alberta
British Columbia
Manitoba
New Brunswick
Nova Scotia
Ontario
Quebec
Saskatchewan