top
Teachers' Protest Continues: Odisha Govt Promises Early Decision After Committee Report Review
#ଶ ିକ୍ଷକ_ଆନ୍ଦୋଳନ #ଖ ୁବଶୀଘ୍ର_ନିଷ୍ପତ୍ତି ରାଜଧାନୀରେ ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ । ଆନ୍ଦୋଳନରତ ଶିକ୍ଷକଙ୍କୁ ଭେଟି ଆଶ୍ବାସନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି, ଶିକ୍ଷକଙ୍କ ସମସ୍ୟା ପ୍ରାୟ ୨୦ ବର୍ଷ ପୁରୁଣା ଏବଂ ଏହାକୁ ନେଇ ସରକାର ସମ୍ବେଦନଶୀଳ ଅଛନ୍ତି। କମିଟି ରିପୋର୍ଟର ତର୍ଜମା କରି ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ। ତେଣୁ ସରକାରଙ୍କ ଉପରେ ବିଶ୍ବାସ ରଖି ଆନ୍ଦୋଳନ ବନ୍ଦ କରି ଘରକୁ ଫେରିବାକୁ ଶିକ୍ଷକମାନଙ୍କୁ ଅପିଲ୍ କରିଛନ୍ତି ଆଇନ ମନ୍ତ୍ରୀ। ଅନ୍ୟପଟେ ଆନ୍ଦୋଳନସ୍ଥଳରେ ପହଞ୍ଚି ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, କମିଟିର ପ୍ରାୟ ୮ ଶହ ପୃଷ୍ଠାର ୭୯ଟି ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି। ରିପୋର୍ଟଗୁଡ଼ିକର ବିସ୍ତୃତ ଅନୁଧ୍ୟାନ ପରେ କମ୍ ସମୟ ମଧ୍ୟରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଏଥିସହ ଶିକ୍ଷକଙ୍କ ଏକ ପ୍ରତିନିଧିମଣ୍ଡଳୀ ଆସି ସରକାରଙ୍କ ସହ ଆଲୋଚନା କରିବାକୁ ମଧ୍ୟ ଆହ୍ବାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। #TeachersProtest #OdishaTeachers #Bhubaneswar #TeacherDemand #OdishaGovernment #EducationNews #PrithivirajHarichandan #SuryabanshiSuraj #OdishaNews #OdishaTV #OTV Teachers’ agitation continues in the state capital as Law Minister Prithiviraj Harichandan met the protesting teachers and assured them of an early decision. He said their problems are nearly 20 years old and the government is sensitive to their concerns. He appealed to the teachers to trust the government, withdraw the agitation and return home. Higher Education Minister Suryabanshi Suraj also reached the protest site and held discussions with the teachers. He said the government has received 79 committee reports running to nearly 800 pages and will take a decision after a detailed examination of the reports. For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: https://www.facebook.com/otvkhabar OTV English Facebook : https://www.facebook.com/otvnews Telegram @otvtelegram @otvkhabar Twitter: https://twitter.com/otvnews Instagram: https://www.instagram.com/otvnews/ #OdishaTV #OTV
Read full article on Otv News