Canada's #1 Community Marketplace
Home Blog News Announcements Pricing Register Free
top

Fire Appears Beneath Moving Railway Machine: ଟ୍ରେନ୍ ଟ୍ରାକରେ ଭୟଙ୍କର ଦୃଶ୍ୟ; ଯାଉଥିଲା ଟ୍ରେନ୍, ତଳେ ଜଳୁଥିଲା ନିଆଁ... ଲୋକେ ଦେଖି ଛାନିଆ

📰 Otv News 🕐 1 min read 📅 September 4, 2026 👁 2 views
Fire Appears Beneath Moving Railway Machine: ଟ୍ରେନ୍ ଟ୍ରାକରେ ଭୟଙ୍କର ଦୃଶ୍ୟ; ଯାଉଥିଲା ଟ୍ରେନ୍, ତଳେ ଜଳୁଥିଲା ନିଆଁ... ଲୋକେ ଦେଖି ଛାନିଆ
ଧାଉଁଛି ଟ୍ରେନ୍... ଆଉ ତଳୁ ବର୍ଷୁଛି ନିଆଁ! ରେଳ ଧାରଣା ଉପରେ ଛିଟିକି ପଡ଼ୁଛି ଅଗ୍ନିର ସ୍ଫୁଲିଙ୍ଗ। ଦୂରରୁ ଦେଖିଲେ ଲାଗୁଛି, ଯେମିତି ଚଳନ୍ତା ଟ୍ରେନ୍ ରେ ଲାଗିଯାଇଛି ଭୟଙ୍କର ନିଆଁ। ଟିକେ ଭଲ କରି ନଜର ପକାନ୍ତୁ ଏହି ଭୟ ସୃଷ୍ଟି କରୁଥିବା ଦୃଶ୍ୟ ଉପରେ... ଢେଙ୍କାନାଳ ମୁଖ୍ୟ ଷ୍ଟେସନ୍ ଛାଡ଼ି କଟକ ଅଭିମୁଖେ ଆଗକୁ ବଢ଼ୁଛି ଏକ ରେଲୱେ ଗ୍ରାଇଣ୍ଡିଂ ମେସିନ୍। ଆଉ ମେସିନ୍ ର ତଳ ପଟୁ ଲଗାତାର ବାହାରୁଛି ନିଆଁର ଫୁଲକି। ରାତିର ଅନ୍ଧାରରେ ଅଗ୍ନିବର୍ଷାର ଏହି ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, କିଛି ସମୟ ପାଇଁ ଆତଙ୍କିତ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ। କିଏ ଭାବିଲା ଟ୍ରେନ୍ ରେ ନିଆଁ ଲାଗିଛି ତ ଆଉ କିଏ ଅଘଟଣ ଘଟିଥିବା ଆଶଙ୍କା କରିଥିଲେ। ଦୃଶ୍ୟ ଦେଖିବାକୁ ଘରୁ ବାହାରି ଆସିଥିଲେ ଅନେକ ଲୋକ। ହେଲେ ଯାହାକୁ ଦେଖି ଲୋକେ ଡରି ଯାଇଥିଲେ, ତାହା ପ୍ରକୃତରେ କୌଣସି ଅଘଟଣ ନଥିଲା। ରେଳ ଧାରଣାର ରକ୍ଷଣାବେକ୍ଷଣ ଓ ଗ୍ରାଇଣ୍ଡିଂ କାମ ବେଳେ ଏଭଳି ନିଆଁର ସ୍ଫୁଲିଙ୍ଗ ବାହାରିଥାଏ। ଟ୍ରାକ୍ ର ଉପରିଭାଗକୁ ସମତଳ ଓ ସୁଗମ କରିବା ପାଇଁ ରେଲୱେ ପକ୍ଷରୁ ବ୍ୟବହୃତ ହେଉଥିବା ଗ୍ରାଇଣ୍ଡିଂ ମେସିନ୍ ରୁ ସୃଷ୍ଟି ହୋଇଥିଲା ଏହି ଭୟଙ୍କର ଦେଖାଯାଉଥିବା ନିଆଁ। ଯାଉଥିଲା ଟ୍ରେନ୍, ତଳେ ଜଳୁଥିଲା ନିଆଁ! ଢେଙ୍କାନାଳରେ ଟ୍ରେନ୍ ଟ୍ରାକରେ ଭୟଙ୍କର ଦୃଶ୍ୟ ଟ୍ରେନ୍ ତଳେ ନିଆଁ, ଲୋକେ ଦେଖି ଛାନିଆ ଚଳନ୍ତା ଟ୍ରେନ୍ ତଳେ ଭୟଙ୍କର ଦୃଶ୍ୟ ରହସ୍ୟ ଖୋଲିବା ପରେ ମିଳିଲା ଆଶ୍ୱସ୍ତି ଟ୍ରାକ୍ ପଲିସ୍ ବେଳେ ଭୟଙ୍କର ଦୃଶ୍ୟ ନିଆଁ ନୁହେଁ, ଟ୍ରାକ୍ ଗ୍ରାଇଣ୍ଡିଂର ସ୍ଫୁଲିଙ୍ଗ
Read full article on Otv News

Related News

🤖
GoBazaar Assistant
Search listings, jobs, events & more
👋 Hi! I can help you find anything on GoBazaar.
Try asking me something like:
"Room for rent under $800 in Calgary"
Select Location
All Canada
Alberta
British Columbia
Manitoba
New Brunswick
Nova Scotia
Ontario
Quebec
Saskatchewan